ଅଟୋରିକ୍ସା ଡ୍ରାଇଭର ଓ ମାଲିକ ସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ

ଅଟୋରିକ୍ସା ଡ୍ରାଇଭର ଓ ମାଲିକ ସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ

ଗଜପତି ଜିଲ୍ଲା ଅଟୋରିକ୍ସା ଡ୍ରାଇଭର ଓ ମାଲିକ ସଂଘ ତରଫରୁ ଆରଟିଓ ଅଫିସର ମନମୁଖୀ କାର୍ଯ୍ୟାକଳାପକୁ ବିରୋଧ କରି ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗତ କିଛିଦିନ ହେଲା ଗଜପତି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ) କାର୍ଯ୍ୟାଳୟ ତରଫରୁ ଖୋଲାଖୋଲି ଆଇନ ଉଲ୍ଲଘଂନ କରି ଯାନବାହାନ ଗୁଡିକର ଫୋଟ ଉଠାଇ ସରକାରଙ୍କ ଧାର୍ଯ୍ୟ ସୀମା ଠାରୁ ମନଇଛା ଜରିମାନା ଆଦାୟ କରାଯାଉଛି । ଏହାର ପ୍ରତିବାଦରେ ଆଜି ଗଜପତି ଜିଲ୍ଲା ଅଟୋରିକ୍ସା ଡ୍ରାଇଭର ଓ…