ମିଶ୍ରଣ ପର୍ବ ।

👇खबर सुनने के लिए प्ले बटन दबाएं

ପାରଳାଖେମଣ୍ଡି/୨୮.୧୧.୨୦୨୩ -:ଆଜି ଗଜପତି ଜିଲ୍ଲା ଗୋଷାଣି ବ୍ଲକ ମାଛମରା ପଞ୍ଚାୟତର ୱାର୍ଡ ମେମ୍ବର କେ.କେଶବା ରାଓ ବିଜେଡି ଦଳ ତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ଗଜପତି ଜିଲ୍ଲା ଭାଜପା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ଉପସ୍ଥିତିରେ ବିଜେପି ଦଳରେ ସାମିଲ ହୋଇଛନ୍ତି କେଶବା । ଗଜପତି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ମିଶ୍ରଣ ପର୍ବରେ ମାଛମରା ସରପଞ୍ଚ କେ.ତିରୁପତି ରାଓଙ୍କ ସମେତ ବହୁ ବିଜେପି ନେତା ଓ କର୍ମି ଉପସ୍ଥିତ ଥିଲେ ।

lakshyamedia@
Author: lakshyamedia@

Leave a Reply

Your email address will not be published. Required fields are marked *